Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
'ଆସ ବହିଟିଏ କିଣିବା' ଅଭିଯାନରେ ସାମିଲ ହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
FMNEWS.IN
09-04-2025
ଭୁବନେଶ୍ୱର, 9 ଏପ୍ରିଲ୍ ଓଡ଼ିଆ ପକ୍ଷ - ୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସ ବହିଟିଏ କିଣିବା ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଆ ପକ୍ଷ - ୨୦୨୫ ପାଳନ ଅବସରରେ ସାରା ରାଜ୍ୟରେ ଆସ ବହିଟିଏ କିଣିବା ଅଭିଯାନ ଆୟୋଜିତ ହେଉଛି। ଆସନ୍ତୁ, ଏହି ଅଭିଯାନରେ ସାମିଲ ହୋଇ ବହିଟିଏ କିଣିବା, ଏହାକୁ ଅନ୍ୟ ଲୋକଙ୍କୁ ଉପହାର ଦେବା। ଲେଖକ ଏବଂ ପାଠକର ସମ୍ପର୍କକୁ ନିବିଡ଼ କରିବା ସହ ବହି ପଢ଼ିବା ନେଇ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅଭିଯାନକୁ ସଫଳ କରିବା ।