Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଖୁବ ଶୀଘ୍ର ଫେରସ୍ତ କରାଯିବ ଚିଟଫଣ୍ଡ ଟଙ୍କା
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି - ଚିଟ୍ ଫଣ୍ଡ ଟଙ୍କା ଖୁବ୍ ଶୀଘ୍ର ଫେରସ୍ତ କରାଯିବ। ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ନିଜେ ବ୍ରାଣ୍ଡ ଆମ୍ବସଡର ସାଜିଥିଲେ। ଆମ ସରକାର ଯେଉଁ ଯେଉଁ ପ୍ରତିଶୃତି ନିର୍ବାଚନ ପୂର୍ବରୁ ଦେଇଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚିଟ୍ ଫଣ୍ଡ କ୍ଷତିପୂରଣ କଥା କ୍ୟାବିନେଟରେ ପଡ଼ିସାରିଛି। ଚିଟ୍ ଫଣ୍ଡ ମାଲିକଙ୍କ ସମ୍ପତି ବିକ୍ରି କରାଯାଇ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।