Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡ଼ିଶାବାସୀଙ୍କ ସେବା, ପ୍ରଗତି ତଥା ସୌହାର୍ଦ୍ୟ ପାଇଁ ପ୍ରତିବଦ୍ଧ- ରାଜ୍ୟପାଳ
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି:- ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଡ ହରିବାବୁ କମ୍ଭମପତି । ଶପଥ ଗ୍ରହଣ ପରେ ରାଜ୍ୟପାଳ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ, କାଳାତୀତ ସଂସ୍କୃତି ଏବଂ ସମ୍ମୃଦ୍ଧ ଐତିହର ଭୂମି ଓଡ଼ିଶାର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲି । ଏଠାକାର ଅସାଧାରଣ ଲୋକମାନଙ୍କ ସେବା, ପ୍ରଗତି ତଥା ସୌହାର୍ଦ୍ୟ ପାଇଁ ପ୍ରତିବଦ୍ଧ। ଆସନ୍ତୁ ଆମେ ସମସ୍ତେ ମିଶି ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ିବାକୁ ଉଦ୍ୟମ କରିବା। ଜୟ ଜଗନ୍ନାଥ ।ବନ୍ଦେ ଉତ୍କଳ ଜନନୀ ।ଜୟ ହିନ୍ଦ ।