BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଡବଲ ଇଞ୍ଜିନ ସରକାର ବିଜୁଙ୍କ ଛବି ନଷ୍ଟ କରିବାକୁ ବସିଛନ୍ତି- ବଦ୍ରି ପାତ୍ର

FMNEWS.IN 19-04-2025
Double engine government is trying to destroy Biju's image - Badri Patra

ଭୁବନେଶ୍ୱର, 19 ଏପ୍ରିଲ୍ - ତଳସ୍ତରରେ କର୍ମୀଙ୍କ ମାନସିକ ଦୁର୍ବଳ ହୋଇଛି । 24ବର୍ଷ ଧରି ଜଣଙ୍କୁ କେନ୍ଦ୍ରବିନ୍ଦୁ କରି ଆଗେଉଥିଲେ। କିଛି ବ୍ୟକ୍ତିଙ୍କ ପାଇଁ ଦଳ ପରାଜିତ ହୋଇଛି ବୋଲି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ଆମେ ଦୋଷୀ। ଆମ ପାଇଁ ଏକ ମୂଲ୍ୟବାନ ଦିନ ନବମ ଥର ପାଇଁ ନବୀନଙ୍କୁ ସଭାପତି କରିବା। ଡବଲ ଇଞ୍ଜିନ ସରକାର ବିଜୁଙ୍କ ଛବି ନଷ୍ଟ କରିବାକୁ ବସିଛନ୍ତି ବୋଲି ସେ କହିଛନ୍ତି ।