Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟସ୍ତରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ- ପ୍ରତାପ ଦେବ
FMNEWS.IN
23-01-2025
ଭୁବନେଶ୍ୱର, 23 ଜାନୁଆରି:- ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ତୃଣମୂଳ ସ୍ତରରୁ ପ୍ରକ୍ରିୟା ଆରମ୍ଭ ହେବ । ୱାର୍ଡ, ପଞ୍ଚାୟତ ହେଇ ବ୍ଲକ, ଜିଲ୍ଲା ପରେ ରାଜ୍ୟସ୍ତରକୁ ଆସିବ । ରାଜ୍ୟସ୍ତରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ରାଜ୍ୟସ୍ତରୀୟ କମିଟି ଓ କାର୍ଯ୍ୟକାରି କମିଟି ପରେ ସଭାପତି ଚୟନ କରାଯିବ । ଏହା ଏକ ଧାରାବାହିକ ପ୍ରକ୍ରିୟା । ଅଢେଇରୁ 3 ମାସ ନିର୍ବାଚନ ପ୍ରକ୍ରିୟା ଚାଲିବ । ନୂଆ ସଭାପତି ସୃଷ୍ଟି କରାଯିବ କି ନାହିଁ ସଭାପତି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରତାପ ଦେବ ।