Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭାରି ବର୍ଷା ପାଇଁ ଚାଷୀଙ୍କୁ ଚେତାବନୀ
FMNEWS.IN
23-12-2024
ଭୁବନେଶ୍ୱର, 23 ଡିସେମ୍ବର - ପ୍ରବଳ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କରାଯାଇଛି । ଓଡ଼ିଶାରେ କାଲି-ତା ପରଦିନ ବର୍ଷା ହେବ । ଉପକୂଳ ଓ ସଲଗ୍ନ ତଥା କିଛି ଦକ୍ଷିଣ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, ଖୋର୍ଦ୍ଧା, କଟକ(ପୂର୍ଵ ବ୍ଲକ), ଜଗତସିଂହପୁରର ଗୋଟିଏ 2ଟି ଜାଗାରେ ଭାରି ବର୍ଷା ସମ୍ଭାବନା ରହିଛି । ତେଣୁ ଚାଷୀ ଭାଇମାନଙ୍କୁ ଏହା ଅନୁସାରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।