BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

FMNEWS.IN 02-01-2025
Jinnat is now healthy - Forest and Environment Minister

ଭୁବନେଶ୍ୱର,2 ଜାନୁୟାରୀ - ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି। ଜଳକ୍ରୀଡା କରୁଛି। ଖାଦ୍ୟ ଆହରଣ ବି କରୁଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆ । ଚହଲା ଏନକ୍ଲୋଜରରେ ଅଛି। ଶିମିଳିପାଳର ଦକ୍ଷିଣ ଭାଗରେ ଛଡ଼ାଯିବ। ଯମୁନା ବି ସେଠାରେ ରହୁଛି। ଖୁବ ଶୀଘ୍ର ଆଉ ତିନି ମହା ବଳ ବାଘ ଆସିବେ ଓଡିଶା। ଏନେଇ ବିଚାର ବିମର୍ଶ ଚାଲିଛି। ସେମାନଙ୍କୁ ଡେବ୍ରିଗଡ ଅଭୟାରଣ୍ୟରେ ଛଡ଼ା ଯିବ। 5 ମହାବଳବାଘ ଭିତରୁ ଯମୁନା ଓ ଜିନ୍ନତ ଆସିସାରିଛନ୍ତି। ଏ ଦୁଇ ମହାବଳ ବାଘ ସମ୍ପୂର୍ଣ୍ଣ ଖାପ୍ ଖୁଆଇଲା ପରେ ଆଉ ତିନି ମହା ବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ।