Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ
FMNEWS.IN
25-01-2025
ଭୁବନେଶ୍ୱର, 25 ଜାନୁଆରି - 15ତମ ଜାତୀୟ ମତଦାତା ଦିବସ ଅବସରରେ ରାଜ୍ୟ ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ ଗୋପାଲନ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଯୋଗଦେଇଥିଲେ | ରାମମନ୍ଦିର ପାଖରୁ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ସଚେତନତା ବାର୍ତା ନେଇ ୱାକଥନ କରାଯାଇଥିଲା | ନଥିଙ୍ଗ ଲାଇକ ଭୋଟିଂ ଆଇ ଭୋଟ ଫୋର ସିୟୋର ବାର୍ତା ନେଇ ଛାତ୍ର ଛାତ୍ରୀ, ନୂତନ ଭୋଟର, ସ୍କାଉଟ ଗାଇଡ଼, ଏନସିସିପିଲା ଏବଂ ଅଙ୍ଗନୱାଡିକର୍ମୀ ମାନେ ୱାକଥନରେ ଯୋଗଦେଇଥିଲେ |