Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନେମାଳ ଘଟଣା ବିଜେପି ସରକାର ଅହଙ୍କାରର ପରିଚୟ- ଲେନିନ୍ ମହାନ୍ତି
FMNEWS.IN
14-01-2025
ଭୁବନେଶ୍ୱର, 14 ଜାନୁଆରି - ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ନେମାଳ ଘଟଣା ବିଜେପି ସରକାର ଅହଙ୍କାରର ପରିଚୟ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଆଇନ ମନ୍ତ୍ରୀଙ୍କ ଆଗରେ ପୋଲିସ ଅଧିକାରୀଙ୍କୁ ମାଡ ହେଉଛି। କେନ୍ଦ୍ରମନ୍ତ୍ରୀ ଜଣେ ଅଭିଯୁକ୍ତଙ୍କ ସହ ଫଟୋ ଉଠାଉଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁଦିନ ଆସୁଛନ୍ତି ସେଦିନ ମୁଣ୍ଡ ଗଣ୍ଡି ଅଲଗା ହେଇ ଯାଉଛି। ଏସବୁ ଘଟଣା ଦେଖି ଓଡିଶା ବାସୀ ଛି ଛି କଲେଣି। ଯଦି ସାହସ ଅଛି ଆଗ ମାହାଙ୍ଗା ବିଧାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କହିଛନ୍ତି।