Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି ବିଜେଡି ଜିଲ୍ଲା ସଭାପତି ପଦ ପାଇଁ ନାମାଙ୍କନ
FMNEWS.IN
13-04-2025
ଭୁବନେଶ୍ୱର, 13 ଏପ୍ରିଲ୍ :- ଆଉ ପାଦେ ଆଗକୁ ବଢ଼ିଲା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ଆଜି ଜିଲ୍ଲା ସଭାପତି ପଦ ପାଇଁ ନାମାଙ୍କନ ଭରୁଛନ୍ତି ନେତା । ଶଙ୍ଖ ଭବନରେ ଏହି ନାମାଙ୍କନ ଦାଖଲ ସକାଳ 11 ରୁ ଆରମ୍ଭ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ବିଜେଡିର ସାଙ୍ଗଠନିକ ନିର୍ବାଚନ ସରିବ ।
ପୁରୀ ଜିଲ୍ଲା ବିଜେଡି ସଭାପତି ପାଇଁ ନାମାଙ୍କନ ଭରିବେ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ । ଏଥିସହ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ବିଜେଡି ରାଜ୍ୟ ସଭାପତି କରାଯିବ । 33 ସାଙ୍ଗଠନିକ ଜିଲ୍ଲା ପାଇଁ ନାମାଙ୍କନ ଭରାଯିବ ବୋଲି ଉମା ସାମନ୍ତରାୟ ସୂଚନା ଦେଇଛନ୍ତି ।