Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦୁବାଇ ଯିବ ଓଡ଼ିଶାର ସୁଗନ୍ଧିତ ଚାଉଳ
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି: ଓଡ଼ିଶାର ସୁଗନ୍ଧିତ ଚାଉଳ ଯିବ ଦୁବାଇ । ଦୁବାଇର ଦୁଇଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର କନକ ବାଇଓସାଇନ୍ସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଦୁବାଇର ଦୁଇଟି କମ୍ପାନୀ ୟୁନିଫି ଟ୍ରେଡିଙ୍ଗ ଏଫଜେଡସି ଏବଂ ଏକ୍ସଜିଆ ସଲ୍ୟୁସନ ଏଲଏଲସି ସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ସୁଲଭ ମୂଲ୍ୟରେ ଦୁବାଇ କିଣିବ ଚାଉଳ ଏବଂ ଚାଷୀଙ୍କୁ ମିଳିବ ଚାଉଳର ଉଚିତ୍ ମୂଲ୍ୟ ।