Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ି ପାରିବେନି ଅଧିକାରୀ ଓ କର୍ମଚାରୀ
FMNEWS.IN
25-05-2025
ଭୁବନେଶ୍ୱର, 25 ମେ : ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ି ପାରିବେନି ଅଧିକାରୀ ଓ କର୍ମଚାରୀ । ଦିନକୁ ଅତିକମରେ ସାଢ଼େ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ । ନ ହେଲେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ସକାଳ ୧୦ ସୁଦ୍ଧା ଅଫିସରେ ପହଁଚିବାକୁ କଡ଼ା ନିର୍ଦ୍ଦେଶ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହା ସହ କୁହାଯାଇଛି ଅଫିସରେ କାର୍ଯ୍ୟ ସମୟ ସାଢ଼େ ୭ ଘଣ୍ଟାରୁ କମ ହେଲେ ହାପ ଡେ ବୋଲି ଧରାଯିବ । ୪ ଘଣ୍ଟାରୁ କମ ହେଲେ ଗୋଟିଏ ଦିନର ଛୁଟି ବୋଲି ଧରାଯିବ ।