Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାନୁୟାରୀ 31 ସୁଦ୍ଧା ଇ-କେୱାଇସି ନଦେଲେ କଟିଯିବ ରାସନ କାର୍ଡ
FMNEWS.IN
09-01-2025
ଭୁବନେଶ୍ୱର, 9 ଜାନୁଆରି- ଜାନୁୟାରୀ 31 ସୁଦ୍ଧା ଇ-କେୱାଇସି ନଦେଲେ କଟିଯିବ ରାସନ କାର୍ଡ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଇଛନ୍ତି ଡେଡଲାଇନ୍ । 31 ଜାନୁଆରୀ ସୁଦ୍ଧା ଇ-କେୱାଇସି ନ କଲେ କଟିଯିବ ରାସନ କାର୍ଡ । ବର୍ତମାନ ସୁଦ୍ଧା 49 ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି । ବାହାର୍ ରାଜ୍ୟରେ ଥିବା ଲୋକଙ୍କ ଇ-କେୱାଇସିଅଫିସର ମାନେ କରୁଛନ୍ତି । ଇ-କେୱାଇସିସରିବା ପରେ ମିଳିବ ନୂଆ ରାସନ କାର୍ଡ ।