Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ତାଳଚେରର ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ 75 ବର୍ଷ ବୟସରେ ପରଲୋକ
FMNEWS.IN
21-04-2025
ତାଳଚେର ତାଳଚେରର ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ 75 ବର୍ଷ ବୟସରେ ପରଲୋକ ହୋଇଛି।ସେ ଗତ କିଛି ଦିନ ଧରି ଅସୁସ୍ଥଥିଲେ ଏବଂ ତାଙ୍କର ଚିକିତ୍ସା ରାୟପୁରର ଏକ ହସପିଟାଲରେ ଚାଲିଥିଲା। ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବିରବର ହରିଚନ୍ଦନ ମହାପାତ୍ର, ତାଳଚେରର ୨୫ତମ ରାଜା ଥିଲେ। ତାଙ୍କୁ ରାଜା ସାହେବ ବୋଲି କୁହାଯାଇଥାଏ। ତାଙ୍କର ଜନ୍ମ ଏପ୍ରିଲ ୧୯୫୨ ମସିହାରେ ହୋଇଥିଲା।ସେ ବସ୍ତାରର ରାଜା ବିଜୟ ଚନ୍ଦ୍ର ଭଞ୍ଜ ଦେଓଙ୍କ ଝିଅ ରାଣୀ ସାହେବା ପୁଷ୍ପା କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁତ୍ର ଓ ଜଣେ କନ୍ୟା ସନ୍ତାନ ଅଛନ୍ତି।