Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ୱକେନାଲ ଭିତରକୁ ପସିଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ
FMNEWS.IN
29-04-2025
ଜୟପୁର, ୨୯ ଅପ୍ରେଲ - କେନାଲ ଭିତରକୁ ପସିଗଲା ଯାତ୍ରୀବାହି ବସ । ଜୟପୁର ଠାରୁ ଗଡପଦର ଯାଇ ପୁଣି ଗଡପଦର ଠାରୁ ଜୟପୁର ଅଭିମୁଖେ ଆସୁଥିବା ଲକ୍ଷ୍ମୀ ବସ କେନାଲ ଭିତରକୁ ପଶିଯାଇଥିଲା ।
ଯାତ୍ରୀଙ୍କ ସୂଚନା ଅନୁସାରେ, ବସ ଡ୍ରାଇଭର ନରହରି ଭତ୍ରା ହଟାତ୍ ଅସୁସ୍ଥ ଅନୁଭବ କରିବା ଦ୍ୱାରା ଭାରସାମ୍ୟ ହରାଇ ଆଜି ଦିନ ୧୨ଟା ୩୦ ମିନିଟ ସମୟରେ ବସ ଟି କେନାଲ ଭିତରକୁ ପସି ଯାଇଥିଲା । ବସରେ ୨୦ ଜଣ ଯାତ୍ରୀ ବସିଥିବା ବେଳେ କେତେ ଜଣ ଆହତ ହୋଇଛନ୍ତି । କାହାର ବହୁତ କିଛି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।