Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
764 ଟି ଗ୍ରାମପଞ୍ଚାୟତରେ ନାହିଁ ମୋବାଇଲ୍ ଟାୱାର
FMNEWS.IN
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ-ରାଜ୍ୟରେ 764 ଗ୍ରାମ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ଓ ମୋବାଇଲ କମ୍ୟୁନିକେସନ ସେବା । 167 ବ୍ଲକ 764 ଟି ଗ୍ରାମପଞ୍ଚାୟତରେ ନାହିଁ ଟାୱାର । ସର୍ବାଧିକ କନ୍ଧମାଳ ଜିଲ୍ଲାର 13ଟି ବ୍ଲକରେ 106 ପଞ୍ଚାୟତରେ ନାହିଁ ଟାୱାର । ଭାରତ ସରକାର ରାଜ୍ୟର ସମସ୍ତ ଗ୍ରାମକୁ 4277ଟି ଟାୱାର ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଥିବା ବେଳେ 2085 ଟାୱାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଜୁନ 2025 ସୁଦ୍ଧା ବଳକା 2192 ଟି ଟାୱାର କାର୍ଯ୍ୟକ୍ଷମ ହେବ ।