Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କଣ ପାଇଁ ମନ୍ତ୍ରୀ ଟ୍ରାକକୁ ଗାଡି ନେଇଥିଲେ- ଲେନିନ ମହାନ୍ତି
FMNEWS.IN
31-12-2024
ଭୁବନେଶ୍ୱର, 31 ଡିସେମ୍ବର- ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ମନ୍ତବ୍ୟର ଜବାବ୍ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। କଣ ପାଇଁ ମନ୍ତ୍ରୀ ଟ୍ରାକକୁ ଗାଡି ନେଇଥିଲେ ତାହା କହିଲେ ନାହିଁ କାହିଁକି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ନବୀନଙ୍କ ସମୟରେ ଟ୍ରାକରେ ଖେଳାଳି ଦୌଡୁଥିଲେ। କିନ୍ତୁ ମନ୍ତ୍ରୀଙ୍କ ଗାଡି ଗଡୁଛି। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିନ୍ତୁ ମନ୍ତ୍ରୀ ତାହାର ଉତ୍ତର ନଦେଇ ରାଜନୀତିକରଣ କରୁଛନ୍ତି ବୋଲି ସେ କହିଛନ୍ତି ।