Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜୀନତ ଏବେ ଏନକ୍ଲୋଜରରେ ଅଛି- ବନ୍ୟପ୍ରାଣୀ ପିସିସିଏଫ
FMNEWS.IN
16-01-2025
ଭୁବନେଶ୍ୱର, 16 ଜାନୁଆରି- ଜୀନତ ଏବେ ଏନକ୍ଲୋଜରରେ ଅଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା । ଏବେ ଏନଟିସିଏର ଦୁଇ ଜଣ ବିଶେଷଜ୍ଞ ଶିମିଳିପଳରେ ଅଛନ୍ତି । ସେମାନେ ଯାହା କହିବେ ଜୀନତର ଭବିଷ୍ୟତ ନେଇ ସେମାନେ ଯାହା ସୁପାରିସ କରିବେ ସେହି ଅନୁସାରେ ପଦକ୍ଷେପ ନିଆଯିବ । ତେବେ ଆଗାମୀ ମାସେ ଦୁଇ ମାସ ମଧ୍ୟରେ ଜୀନତ ପୁଣିଥରେ ଜଙ୍ଗଲକୁ ଛଡ଼ାଯିବ ବୋଲି ଆଶା କରାଯାଉଛି ।
ସେହିପରି ଯମୁନା ଏବେ କୁଲଡ଼ିହା ଅଭୟାରଣ୍ୟରେ ହିଁ ଅଛି ବୋଲି ସେ ସୂଚନା ଦେଇଛନ୍ତି।