Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନୂଆପଡ଼ା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ଜିତିବ : ବସନ୍ତ ପଣ୍ଡା
FMNEWS.IN
12-10-2025
ଭୁବନେଶ୍ୱର,୧୨ ଅକ୍ଟୋବର :ନୂଆପଡା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ବିଜୟ ଲାଭ କରିବ । ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା । ଶ୍ରୀ ପଣ୍ଡା କୋର କମିଟି ବୈଠକ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ଦେଇଛନ୍ତି ।
ସେ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନ ମୋର ଭୂମିକା ରହିବ । ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ । ମାନସିକତା ଥିଲେ ସବୁ ଠିକ୍ ହେଇଯିବ । ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଆଜି ବୈଠକରେ ଅନେକ ବିଷୟରେ ଆଲୋଚନା ହେବ । ନୂଆପଡ଼ା ଉପନିର୍ବାଚନ ଉପରେ ଆଲୋଚନା ହେବ । ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି । ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ । ମୋହନ ସରକାରରେ ଆଉ ଏକ ଫୁଲ ଫୁଟିବ ବୋଲି ସେ କହିଛନ୍ତି ।