Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାର ପ୍ରତିବଦ୍ଧତା ବିଜୁ ବାବୁଙ୍କ ସ୍ବପ୍ନ- ପ୍ରସନ୍ନ ଆଚାର୍ଯ୍ୟ
FMNEWS.IN
19-04-2025
ଭୁବନେଶ୍ୱର, 19 ଏପ୍ରିଲ୍- ସର୍ବ ସମ୍ମତି କ୍ରମେ ନିର୍ଦ୍ଵନ୍ଦ୍ୱରେ ନବୀନ ବାବୁ ନବମ ଥର ପାଇଁ ନିର୍ବାଚିତ ହେବେ । ଆମ ପାଇଁ ଚ୍ୟାଲେଞ୍ଜ ରହିବ । ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିଲୁ ଏବେ ବିରୋଧୀ ଦାୟିତ୍ଵ ତୁଲାଉଛୁ। ଯିଏ ଓଡ଼ିଶା ସ୍ୱାର୍ଥରେ ବାଧା ସୃଷ୍ଟି କରିବ ତାଙ୍କ ସହ ଲଢେଇ କରିବୁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେ କହିଛନ୍ତି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାର ପ୍ରତିବଦ୍ଧତା ବିଜୁ ବାବୁଙ୍କ ସ୍ବପ୍ନ। ଦଳରେ ଯୁବ ପିଢ଼ିଙ୍କୁ ଗୁରୁତ୍ଵ ଦେବାର ଅଛି ବୋଲି ସେ କହିଛନ୍ତି।