Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟରେ ମେଡିକାଲ ପଦବୀ ପୂରଣ ଦାବି କଂଗ୍ରେସର ଦାବି
FMNEWS.IN
13-01-2025
ଭୁବନେଶ୍ୱର, 13 ଜାନୁୟାରୀ - ରାଜ୍ୟରେ ମେଡିକାଲ ପଦବୀ ପୂରଣ ଦାବି କଂଗ୍ରେସ ଦାବି କରିଛି । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ନେଇ ଚୁକ୍ତିନାମାକୁ ଆମେ ସ୍ୱାଗତ କରୁଛୁ । କାରଣ ଏହାଦ୍ବାରା ସ୍ୱାସ୍ଥ୍ୟ ସେବାରେ ଓଡ଼ିଶା ବାସୀ ଙ୍କୁ ଅଧିକ ଲାଭ ମିଳିବ । କିନ୍ତୁ ଖାଲି ପଡିଥିବା ମେଡ଼ିକାଲ ପଦବୀ ପୂରଣ କରନ୍ତୁ ଓ ଭିତ୍ତିଭୂମିକୁ ପ୍ରଥମେ ରାଜ୍ୟ ସରକାର ସୁଧାରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ଏହା ସହ ଗୋପବନ୍ଧୁ ଜନ ଆରୋଗ୍ୟ ସହିତ ଆୟୁଷ୍ମାନ ଯୋଜନା ର ବି ଲାଭ ଲୋକଙ୍କୁ ଦିଅନ୍ତୁ ରାଜ୍ୟ ସରକାର । ଦୁଇଟି ଯୋଜନାରୁ କୌଣସି ବି ଲୋକ ବାଦ ନ ପଡ଼ନ୍ତୁ ବୋଲି ସେ କହିଛନ୍ତି।