Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କେନ୍ଦୁଝରବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବ କଂଗ୍ରେସ- ନିରଞ୍ଜନ ପଟ୍ଟନାୟକ
FMNEWS.IN
18-11-2025
କେନ୍ଦୁଝର ଆଗାମୀ ଦିନରେ କେନ୍ଦୁଝରବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବ କଂଗ୍ରେସ୍ ଦଳ। ତୃଣମୂଳ ସ୍ତରରେ ଦଳ କିଭଳି ଏକଜୁଟ୍ ହୋଇ କାମ କରିବ, ସେନେଇ ଆଜି ଜିଲ୍ଲା କଂଗ୍ରେସ୍ ଭବନରେ ଆୟୋଜିତ ବୈଠକରେ ସହମତି ହୋଇଛି। ନୂତନ ଭାବେ ମନୋନିତ ଜିଲ୍ଲା ସଭାପତି ମନୋଜ କୁମାର ଜେନାଙ୍କର କଂଗ୍ରେସ୍ ଭବନରେ ଗୃହ ପ୍ରବେଶ ଉତ୍ସବ ଅବସରରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ଅନ୍ୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଆମ ଜିଲ୍ଲାର ମୁଖ୍ୟମନ୍ତ୍ରୀ ନିଜର ପ୍ରତିଶ୍ରୁତି ରକ୍ଷା କରିବା ସହ ଜିଲ୍ଲାର ସାମଗ୍ରୀକ ବିକାଶ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।