Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦୀପାଳି ଏବେ ଆଳୁ ଖୋଳୁଛନ୍ତି- ଯୋଗାଣ ମନ୍ତ୍ରୀ
FMNEWS.IN
18-01-2025
ଭୁବନେଶ୍ୱର, 18 ଜାନୁଆରି :- ନବ ଦାସ ହତ୍ୟାକାଣ୍ଡ ଘଟଣା ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଦୀପାଳି ଏବେ ଆଳୁ ଖୋଳୁଛନ୍ତି । ଦେଖିବା ଏବେ ମହାଦେବ ବାହାରୁଛନ୍ତି କି ନାହିଁ । ସେତେବେଳେ ଏମଏଲଏ ଟିକେଟ ପାଇଁ ଚୁପ ରହିଲେ । ଏମଏଲଏହେବା ପରେ ମଧ୍ୟ ନିରବ ରହିଲେ । ନବ ଦାସଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର କଣ ରହିଥିଲା ତାହା ବାହାରିବା ଦରକାର। ସେତେବେଳେ କ୍ରାଇମବ୍ରାଞ୍ଚ ଠିକ ସେ ତଦନ୍ତ କରି ନଥିଲା । ଏବେ ସରକାର ବଦଳିଛି । ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।