Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଲଗାମ ଲଗାଇବାକୁ ଶୃଙ୍ଖଳା କମିଟି ଗଠନ ହେଉଛି -ସୁଧୀର ସାମଲ
FMNEWS.IN
25-05-2025
ଭୁବନେଶ୍ୱର, 25 ମେ - ଦଳ ଯେତେ ବେଳେ ସରକାରରେ ଥାଏ ସେତେବେଳେ ସମସ୍ତେ ଶୃଙ୍ଖଳିତ ଥାନ୍ତି। ମୁଖ୍ୟମନ୍ତ୍ରୀ ଯିଏ ଥାନ୍ତି ତାଙ୍କୁ ଶୃଙ୍ଖଳା କମିଟି ଆବଶ୍ୟକ ହୁଏନି ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ । ସେ କହିଛନ୍ତି ଯେ, ଯେତେବେଳେ ଦଳ ହାରି ଯାଏ ସେତେବେଳେ ଦଳ ରେ ଶୃଙ୍ଖଳା ରହେନି। ସେଥିପାଇଁ ଶୃଙ୍ଖଳା କମିଟି ଗଠନ ହୁଏ। ଦଳ ବିରୋଧୀ କାର୍ଯ୍ୟକଳାପ ଓ ବୟାନ ବାଜି ରୋକିବାକୁ ସଭାପତି ଶୃଙ୍ଖଳା କମିଟି ଗଠନ କରିଛନ୍ତି। ଲଗାମ ଲଗାଇବାକୁ ଶୃଙ୍ଖଳା କମିଟି ଗଠନ ହେଉଛି ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ ।