Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେପିରେ ସବୁ ନୂଆ ତେଣୁ ଟ୍ରେନିଂ ନେଉଛନ୍ତି- ସମ୍ବିତ ରାଉତରାୟ
FMNEWS.IN
12-04-2025
ଭୁବନେଶ୍ୱର, 12 ଏପ୍ରିଲ୍ - ବିଜେପିରେ ସବୁ ନୂଆ ତେଣୁ ଟ୍ରେନିଂ ନେଉଛନ୍ତି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଆମର ଦଳୀୟ କର୍ମକର୍ତ୍ତା ସବୁ ପ୍ରଶିକ୍ଷକ | ବିଜେପିର ସବୁ ନୂଆ ତେଣୁ ପ୍ରଶିକ୍ଷଣ ନେଉଛନ୍ତି | 10 ମାସ ରିପୋର୍ଟ କାର୍ଡ ପଚାରିବ ସେ କହିବେ | ଗୋଟେ ବି ଫାଇଲ ପାସ ହଉନି | ବ୍ଲକ ସ୍ତରରେ ସବୁ ବନ୍ଦ ଭାଗ ବଣ୍ଟା ଛିଡ଼ୁନି ବୋଲି କହିଛନ୍ତି ସମ୍ବିତ ରାଉତରାୟ ।