Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମନ୍ତ୍ରୀଙ୍କର କାମ କମ କଥା ବହୁତ୍- ତାରା ବାହିନୀପତି
FMNEWS.IN
14-06-2025
ଭୁବନେଶ୍ୱର :- ମନ୍ତ୍ରୀଙ୍କର କାମ କମ କଥା ବହୁତ୍ । ଯଦି ଦେବେ, କରିକି ଦେଖାନ୍ତୁ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଲେ ଧାନ କଟନୀ ଛଟନୀ ବନ୍ଦ କରିବେ, ହେଲେ କଟନୀ ଛଟନୀ ସବୁ ଆଡ଼େ ଚାଲିଛି । ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି କହିଲେ କିନ୍ତୁ ଆସିଲା ନାହିଁ । ଆଳୁ, ପିଆଜ ଆଣି ଭର୍ତ୍ତି କରିଦେବୁ ବୋଲି କହିଲେ, କିନ୍ତୁ କୁଆଡେ ଗଲା । କେବଳ ମଧ୍ୟବିତ୍ତ ଓ ଗରିବ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏ ସବୁ ଘୋଷଣା କରୁଛନ୍ତି ସରକାର ବୋଲି ସେ କହିଛନ୍ତି।