Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନବଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର- ସନ୍ତୋଷ ସିଂ ସାଲୁଜା
FMNEWS.IN
18-01-2025
ଭୁବନେଶ୍ୱର, 18 ଜାନୁଆରି - ନବଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର । ହତ୍ୟା ପଛରେ ବଡ ଲୋକଙ୍କ ହାତ ଅଛି ବୋଲି କହିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ଗୋପାଳକୁ ମୋହରା ବନାଯାଇଛି । ଡ୍ରାମା ଫ୍ରେମ କରି ଗୋପାଳକୁ ଗିରଫ କରାଯାଇଛି ।
ସିବିଆଇ ତଦନ୍ତ କରାଯାଉ । ଯିଏ ବି ଷଡ଼ଯନ୍ତ୍ରରେ ଅଛନ୍ତି ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।