Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେଡିର ପ୍ରତିବାଦକୁ ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ କଟାକ୍ଷ
FMNEWS.IN
06-01-2025
ଭୁବନେଶ୍ୱର, 6 ଜାନୁଆରି :ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଜେଡିର ପ୍ରତିବାଦକୁ କଟାକ୍ଷ କରିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ସୋମ୍ୟରଞ୍ଜନ ବିଜେଡି ଆଗ ମନ ସ୍ଥିର କରୁ କାହାକୁ ବିରୋଧ କରୁଛି । ଦରଦାମକୁ ବିରୋଧ କରାଯାଉଛି ନା ବିଜେପିକୁ ନା ସରକାରଙ୍କୁ? ଅନେକ ସମୟରେ ବିଜେଡି କାହାକୁ ବିରୋଧ କରୁଛି, କାହାକୁ ସମର୍ଥନ ଜଣାଉଛି ତାହା ତ ସ୍ପଷ୍ଟ ଜଣାପଡ଼ୁଛି । ଆଜି ବିରୋଧୀ ଦଳରେ ଅଛି ବୋଲି ବିଜେଡି ବିରୋଧ କରୁଛି ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।