Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସରକାରଙ୍କ ମୂଳ ଉଦ୍ଦେଶ୍ୟ ପୋଷ୍ଟର ବ୍ୟାନର ଲଗାଇବା- ପ୍ରମିଳା ମଲ୍ଲିକ
FMNEWS.IN
01-01-2025
ଭୁବନେଶ୍ୱର-, 1 ଜାନୁଆରି: ପ୍ରବାସୀ ଭାରତୀୟ ସମିଳନୀକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ସରକାରଙ୍କ ମୂଳ ଉଦ୍ଦେଶ୍ୟ ହେଲା ପ୍ରତି ମାସରେ ପ୍ରୋଗ୍ରାମ କରି ବ୍ୟାନର ପୋଷ୍ଟର କେମିତି ଲାଗିବ । ସାତ ମାସ ହେଲାଣି ସରକାରକୁ ଆସିଲେଣି କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକା । ସେମାନେ କିଛି କରିନାହାନ୍ତି । କେବଳ ରଙ୍ଗ ମାରିବା ଆଉ ନାଁ ପରିବର୍ତନ କରିଛନ୍ତି ବୋଲି ସେ କହିଛନ୍ତି।