Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟ ସରକାର ଓଡ଼ିଆଙ୍କ ଅସ୍ମିତା ବଂଚାନ୍ତୁ- ତାରା ବାହିନୀପତି
FMNEWS.IN
26-04-2025
ଭୁବନେଶ୍ୱର, 26 ଏପ୍ରିଲ୍ - ରାଜ୍ୟ ସରକାର ଓଡ଼ିଆଙ୍କ ଅସ୍ମିତା ବଂଚାନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ସରକାରଙ୍କ ଅଭିଜ୍ଞତା ନାହିଁ | ଓଡ଼ିଶାରେ ପାକିସ୍ତାନୀ ଲୋକର 2024ରେ ଭିସା କ୍ୟାନସଲ ହେଲା ।ଇଣ୍ଟେଲିଜେନ୍ସ କଣ କରୁଛି, ଅଫିସର କଣ ଖାଲି ଦରମା ନେବାକୁ ଅଛନ୍ତି | ଆଜି ସୁଦ୍ଧା କାହାକୁ ବିଦା କରିନାହାନ୍ତି । ମୋହନ ବାବୁ ବମ୍ବେ, ଦିଲ୍ଲୀ ବୁଲିଲେ ହେବନି ପ୍ରଥମେ ଆମ ଅଧିକାର ଦିଅନ୍ତୁ ତୁରନ୍ତ ଓଡ଼ିଆଙ୍କ ଅସ୍ମିତା, ସ୍ୱାଭିମାନକୁ ବଞ୍ଚାନ୍ତୁ । କେଉଁ ପାକିସ୍ତାନୀକୁ ବାହାର କଲେ ଲୁଚାଉଛନ୍ତି କାହିଁକି । ସରକାରସର୍ଭେ କରନ୍ତୁ । ପାଞ୍ଚ ବର୍ଷ ଆଗରୁ ମୁସଲିମ ନଥିଲେ ଏବେ ଭର୍ତ୍ତି ବୋଲି କହି ବର୍ଷିଛନ୍ତି ତାରା ବାହିନୀପତି ।