Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦଳରେ ନାହିଁ ବଡ ସମସ୍ୟା- ବିଜେଡି ବିଧାୟକ
FMNEWS.IN
16-01-2025
ଭୁବନେଶ୍ୱର, 16 ଜାନୁଆରି - କିଭଳି ଆମ ସଂଗଠନକୁ ଅଧିକ ସୁଦୃଢ କରିହେବ ସେଥିପାଇଁ ଆମ ଭିତରେ ଚର୍ଚ୍ଚା ଆଲୋଚନା ହେଉଛି । ସାଙ୍ଗଠନିକ ନିର୍ବାଚନରେ କିଏ ଦାୟିତ୍ୱ ପାଇବେ କେମିତି ନିର୍ବାଚନ ହେବ ତାକୁ ଯୁବ ଓ ବରିଷ୍ଠ ମାନେ ଆଲୋଚନା କରୁଛନ୍ତି । ପ୍ରାୟ ସମସ୍ୟାର ସମାଧାନ ହୋଇଛି ବିଶେଷ ବଡ଼ ସମସ୍ୟା ନାହିଁ ଦଳରେ ବୋଲି କହିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ । ପାଣ୍ଡିଆନ୍ ଆସିବେ କି ନାହିଁ ରାଜନୀତିକୁ ତାହା ତାଙ୍କ ବ୍ୟକ୍ତିଗତ କଥା। ଆମର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳ ଚାଲିଛି। ଦରବାର କେବଳ ନବୀନ ପଟ୍ଟନାୟକଙ୍କର ଚାଲିଛି। ଆମେ ତାଙ୍କୁ ଭେଟୁଛୁ ବୋଲି ମନୋହର ରନ୍ଧାରି କହିଛନ୍ତି ।