Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅସ୍ମିତା କଥା ଉଚ୍ଚାରଣ କରୁଛନ୍ତି କିନ୍ତୁ ଆଚରଣରେ ତାହା ପ୍ରତିଫଳିତ ହେଉନି- ଦେବୀ ମିଶ୍ର
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି:- ଜନରାଜ୍ୟ ଦିବସରେ ଓଡିଶା ପ୍ରଜ୍ଞାପନ ମେଢ ସ୍ଥାନ ପାଇନାହିଁ। ଗତବର୍ଷ ଓଡିଶା ପ୍ରଜ୍ଞାପନ ମେଢ ଏକ ନମ୍ବର ହୋଇଥିଲା । ଏହା ଦୁଃଖର ବିଷୟ। ପ୍ରବାସୀ ଭାରତୀୟ ଆସିବେ ଠିକ୍। କର୍ତ୍ତବ୍ୟ ପଥରେ ଓଡିଶା ଓଡିଶା ପ୍ରଜ୍ଞାପନ ମେଢ ସ୍ଥାନ ପାଇଲେ ସାରା ବିଶ୍ୱ ଏହାକୁ ଦେଖିବ। କିନ୍ତୁ ଅସ୍ମିତା କଥା ଉଚ୍ଚାରଣ କରୁଛନ୍ତି କିନ୍ତୁ ଆଚରଣ ରେ ତାହା ପ୍ରତିଫଳିତ ହେଉନି ବୋଲି ବିଜେଡ଼ି ସମନ୍ଵୟକମିଟିର ଦେବୀ ମିସ୍ର କହିଛନ୍ତି।