Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜିନ୍ନତକୁ ଧରିବା ଚ୍ୟାଲେଞ୍ଜ ଥିଲା - ପିସିସିଏଫ
FMNEWS.IN
30-12-2024
ଭୁବନେଶ୍ୱର, 30 ଡିସେମ୍ବର: ଜିନ୍ନତକୁ ଧରିବା ଚ୍ୟାଲେଞ୍ଜ ଥିଲା ବୋଲି ପିସିସିଏଫ କହିଛନ୍ତି । ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛୁ ।ଖୁବ ଶୀଘ୍ର ଶିମିଳିପାଳକୁ ଆସିବ ଜିନ୍ନତ । ପଶ୍ଚିମବଙ୍ଗର ଗୋପାଳପୁର ଗାଁରେ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି । ପଶ୍ଚିମବଙ୍ଗର ଆଲିପୁର ଜୁ ର ଗୋଟିଏ ଏନକ୍ଲୋଜରରେ ଅଛି ଜିନ୍ନତ । ଜିନ୍ନତ ଏବେ ସୁସ୍ଥ ଅଛି । ଶିମିଳିପାଳ ଅଣାଯିବା ପରେ ଯମୁନା ପାଇଁ ହୋଇଥିବା ସାଉଥ ଏନକ୍ଲୋଜରରେ କିଛି ଦିନ ରହିବ ଜିନ୍ନତ ବୋଲି ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି ।