Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉତରକାଶୀରେ ଭୂକମ୍ପ ଝଟ୍କା ଅନୁଭୂତ
FMNEWS.IN
25-01-2025
ଡେରାଡୁନ, 25 ଜାନୁଆରି (FMNews):- ଉତରାଖଣ୍ଡର ଉତରକାଶୀ ଜିଲ୍ଲାରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆଜି ଭୋର 5.48 ମିନିଟ ସମୟରେ ଭୂକମ୍ପର ହାଲୁକା ଅନୁଭୂତ ହୋଇଛି । ଫଳରେ ଲୋକେ ଆତଙ୍କିତ ହୋଇଛନ୍ତି । ଅଧିକାରୀଙ୍କ ଅନୁସାରେ, ଏବେ ଜିଲ୍ଲାରେ କୌଣସି ଧନଜୀବନ ହାନି ନେଇ ସୂଚନା ମିଳିନି । ଗତ ଦୁଇଦିନରୁ ଉତରକାଶୀରେ ଚାରି ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 2.04 ରେକର୍ଡ ହୋଇଛି । ଏହାର କେନ୍ଦ୍ର ଡୁଣ୍ଡା ତହସିଲର ଖୁରକୋଟ ଗାଁ ଓ ଭରଣଗାଓଁର ମଧ୍ୟ ବନାଂଚଳରେ ଥିଲା ।