Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଇସ୍ରୋର ନୂଆ ମୁଖ୍ୟ ମହାକାଶ ବିଜ୍ଞାନୀ ଭି.ନାରାୟଣନ
FMNEWS.IN
08-01-2025
ନୂଆଦିଲ୍ଲୀ, 8 ଜାନୁଆରି ଭି ନାରାୟଣନଙ୍କୁ ଇସ୍ରୋର ନୂଆ ଅଧ୍ୟକ୍ଷ କରିଛନ୍ତି କେନ୍ଦ୍ର ସରକାର । ସେ ଜାନୁୟାରୀ 14ରେ ଏସ.ସୋମନାଥଙ୍କ ସ୍ଥାନ ନେବେ । ନାରାୟଣନଙ୍କ ନିଯୁକ୍ତି ଜାନୁୟାରୀ 14ରୁ 2 ବର୍ଷ ଅବଧି ରହିବ ।
ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଇସ୍ରୋର ନୂଆ ଅଧ୍ୟକ୍ଷ ଡ. ଭି ନାରାୟଣନ ଏବେ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ୍ସ ସେଂଟରର ନିର୍ଦ୍ଦେଶକ ଅଛନ୍ତି । ନାରାୟଣନ ପ୍ରାୟ 4ଦଶନ୍ଧି ଯାଏ ମହାକାଶ ସଙ୍ଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି । ରକେଟ ଓ ମହାକାଶ ଯାନ ପ୍ରଣୋଦନ ତାଙ୍କ ବିଶେଷଜ୍ଞତା କ୍ଷେତ୍ର ଅଟେ ।