Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାନୁୟାରୀରେ ଶହେତମ ପ୍ରକ୍ଷେପଣ ପାଇଁ ପ୍ରସ୍ତୁତି, ଏନଭିଏସ-02 ଉପଗ୍ରହ ହେବ ଲଞ୍ଚିଂ- ଇସ୍ରୋ ମୁଖ୍ୟ ସୋମନାଥ
FMNEWS.IN
31-12-2024
ଶ୍ରୀହରିକୋଟା, 31 ଡିସେମ୍ବର - ସ୍ପେସ ଡକିଂଗ ଏକ୍ସପେରିମେଂଟ (ସ୍ପେଡେକ୍ସ)ରସୋମବାର ରାତିରେ ସଫଳ ଲଞ୍ଚିଂ ପରେ ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି ଯେ, ଜାନୁୟାରୀରେ ଏନଭିଏସ-02 ଉପଗ୍ରହକୁ ଜିୟୋସିଂକ୍ରୋନସ ସାଟେଲାଇଟ ଲଂଚ ଭେହିକିଲରେ ଲଂଚ କରିବାକୁ ପ୍ରସ୍ତୁତି ଚାଲୁଛି ।
ସ୍ପେଡେକ୍ସର ଲଞ୍ଚିଂକୁ ମାଇଲ ଖୁଂଟ କହି ସେ କହିଛନ୍ତି ଯେ, ଆସନ୍ତାବର୍ଷ ଶହେତମ ପ୍ରକ୍ଷେପଣର ପ୍ରସ୍ତୁତି ଚାଲୁଛି । ଜାନୁୟାରୀରେ ଏନଭିଏସ-02 ଉପଗ୍ରହକୁ ଜିୟୋସିଂକ୍ରୋନସ ସାଟେଲାଇଟ ଲଞ୍ଚ ଭେହିକିଲରେ ଲଞ୍ଚ କରାଯିବ । ଏହି ମିଶନ ଆସନ୍ତା ବର୍ଷ ପାଇଁ ନିର୍ଦ୍ଧାରିତ ମିଶନ ଭିତରକୁ ଅନ୍ୟତମ ଅଟେ ।