Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜମ୍ମୁ କଶ୍ମୀରରେ ବରଫପାତ
FMNEWS.IN
19-01-2025
ଜମ୍ମୁ, 19 ଜାନୁଆରି - ନିକଟରେ ବରଫପାତ ପରେ ଜମ୍ମୁ କଶ୍ମୀରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ଅନେକ ଡିଗ୍ରୀ ତଳକୁ ଖସିଛି । ଗତ ଦିନ ତୁଳନାରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ବରଫରେ ଲଦା ପର୍ଯ୍ୟଟନସ୍ଥଳ ଗୁଲମର୍ଗ ଘାଟିର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ।
ଅନ୍ୟପଟେ ଜମ୍ମୁରେ ରବିବାର ତାପମାତ୍ରାରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି । ଜମ୍ମୁ କଶ୍ମୀରରେ ଜାନୁୟାରୀ 20-23 ଯାଏ ହାଲୁକା ହିମପାତ ହେବା ଓ ଜାନୁୟାରୀ 24ରୁ ଆଗାମୀ ତିନି ଦିନ ଯାଏ ପାଗ ଶୁଷ୍କ ରହିବ ।