Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ
FMNEWS.IN
01-01-2025
ଭୁବନେଶ୍ୱର, 1 ଜାନୁଆରି:-ବାଘୁଣୀ ଜିନତ ଫେରିଛି ନିଜ ଘରକୁ। ବାଘୁଣୀ ସୁସ୍ଥ ରହିଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଛନ୍ତି ସୂଚନା। ତା ପାଇଁ ତିଆରି ହୋଇଥିବା ସ୍ଵତନ୍ତ୍ର ଖୁଆଡରେ ରହିଛି। ତାର ଗତି ବିଧି ଓ ସ୍ବାସ୍ଥ୍ୟାବସ୍ଥାକୁ ଲକ୍ଷ୍ୟ ରଖି କେବେ କେଉଁ ଅଞ୍ଚଳକୁ ଛଡ଼ାଯିବ ବନ ବିଭାଗ ସେ ନିଷ୍ପତି ନେବ ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି।