Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
୩୮ ତମ ଜାତୀୟ କ୍ରୀଡ଼ାରେ ପୁରୀ ଜିଲ୍ଲାର କୃତିତ୍ୱ
FMNEWS.IN
24-01-2025
ପୁରୀ, ୨୪ ଜାନୁଆରୀ - ଚଳିତ ମାସ ୨୮ ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ କ୍ରୀଡାରେ ଓଡିଶା ଖୋ ଖୋ ଦଳରେ କ୍ରିଡାବିତ ଭରତ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସୁରେଶ ସେଠି, ରୁପାଲୀ ପ୍ରଧାନ, ଅନନ୍ୟା ପ୍ରଧାନ ଓ ଅର୍ଚନା ପ୍ରଧାନ ସ୍ଥାନ ପାଇଛନ୍ତି | ପୁରୁଷ ଦଳରେ କୋଚ ସୂର୍ଯ୍ୟନାରାୟ ଜେନା ଦାୟିତ୍ୱ ରେ ଥିବାର ସୂଚନା ଓଡିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଦେଇଛନ୍ତି | ଆଜି ଖୋ ଖୋ ଦଳ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଓଡିଶା ଖୋ ଖୋ ସାଙ୍ଘ କୋଷାଧକ୍ଷ ପାର୍ଥ ସାରଥୀ ମହାପାତ୍ର ସେମାନଙ୍କୁ ଶୁଭ କାମନା ଜଣାଇଛନ୍ତି |