Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପାୱାର ଲିଙ୍କିଙ୍ଗରେ ଆନନ୍ଦପୁରକୁ ୧ ସ୍ୱର୍ଣ୍ଣ ୪ ରୌପ୍ୟ ପଦକ
FMNEWS.IN
01-01-2025
ଘଟଗାଁ ୧ ଜାନୁଆରୀ - ଆନନ୍ଦପୁର ଇଣ୍ଡୋର ଷ୍ଟାଡିୟମର ତାଲିମପ୍ରାପ୍ତ ପାଓର ଲିଙ୍କିଙ୍ଗ ୫ ଖେଳାଳୀ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବା ଜଣାଯାଇଛି । ରାଉରକେଲାଠାରେ ଆୟୋଜିତ ରାଜ୍ୟସ୍ତରୀୟ ପାୱାର ଲିଫିଙ୍ଗରେ କେନ୍ଦୁଝର ଜିଲ୍ଲା ସମେତ ୧୧ଟି ଜିଲ୍ଲାର ଖେଳାଳୀ ମାନେ ଅଂଶଗ୍ରହଣ କରିଥିଲେ । ଆନନ୍ଦପୁର ଇଣ୍ଡୋର ଷ୍ଟାଡିୟମର କୋର୍ ରେଶନ କୁମାର ମୁଖୀଙ୍କ ତତ୍ୱାବଧାନରେ ତାଲିମ ନେଉଥିବା ୧୪ ଜଣ ଖେଳାଳୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ବିଶ୍ୱଜିତ ସାମଲଙ୍କୁ ସର୍ଣ୍ଣ ପଦକ. ସୁରଜ କୁମାର ବିଶାଳ, ଆକାଶ କୁମାର ପାଲ, ଅନ୍ଦିତା ସିଂ. ପ୍ରଦ୍ୟୁମ୍ନ ଜେନ। ପାରଦର୍ଶିତାପ୍ରଦର୍ଶନ କରାଇ ରୌପ୍ୟ ପଦକ ହାସଲ କରିଥିଲେ । ଏପରି କୃତିତ୍ର ପାଇଁ ଆନନ୍ଦପୁର କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।