Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭାରତୀୟ ଟିମ୍ ଜିତିଲା ମହିଳା ଅଣ୍ଡର ୧୯ ଏସିଆ କପ୍ -୨୦୨୪
FMNEWS.IN
23-12-2024
କୁଆଲାଲମପୁର(ମାଲେଶିୟା)- ଭାରତୀୟ ମହିଳା ଅଣ୍ଡର ୧୯ ଟିମ୍ ଶାନଦାର ପ୍ରଦର୍ଶନ ପୂର୍ବକ ପ୍ରଥମ ଥର ପାଇଁ ଆୟୋଜିତ ମହିଳା ଅଣ୍ଡର ୧୯ ଏସିଆ କପ୍ ୨୦୨୪ ନିଜ ନାମରେ କରିଛି । ରବିବାର ମାଲେଶିୟାର କୁଆଲାଲମପୁରରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ରେ ଭାରତୀୟ ଟିମ୍ ବାଙ୍ଗଲାଦେଶ ମହିଳା ଅଣ୍ଡର ୧୯ ଟିମ୍ କୁ ୪୧ ରନ୍ ବ୍ୟବଧାନରେ ପରାସ୍ତ କରିଛି । ଫାଇନାଲ୍ ମ୍ୟାଚ୍ ରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୧୭ ରନ୍ ର ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ବାଙ୍ଗଲାଦେଶ ଟିମ୍ ୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା ।