Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସିଡନୀ ଟେଷ୍ଟ- ଅଷ୍ଟ୍ରେଲିଆର ପ୍ରଥମ ପାଳି 181 ରନରେ ସୀମିତ
FMNEWS.IN
04-01-2025
ସିଡନୀ, 4 ଜାନୁଆରି -ବୋଲରମାନଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଭାରତ ଏଠାରେ ଶନିବାର ବର୍ଡର-ଗାଭାସ୍କର ଟ୍ରଫିର ପଂଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଅଷ୍ଟ୍ରେଲିଆକୁ 181 ରନରେ ସୀମିତ ରଖିଛି । ପ୍ରଥମ ପାଳି ଆଧାରରେ ଭାରତ 4ରନ ଆଗୁଆ ରହିଛି । ଭାରତୀୟ ଟିମ ନିଜ ପ୍ରଥମ ପାଳିରେ 185 ରନ କରିଥିଲା । ଅଷ୍ଟ୍ରେଲିଆର ପ୍ରଥମ ପାଳିର ଆରମ୍ଭ ଖରାପ ରହିଥିଲା ଏବଂ ଅଷ୍ଟ୍ରେଲିଆ ଟିମ କେବଳ 9ରନ ନିଜ ପ୍ରଥମ ୱିକେଟ ହରାଇଥିଲା ।