Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସିଡନୀ ଟେଷ୍ଟ- ଭାରତର ପ୍ରଥମ ପାଳି 185 ରନରେ ସୀମିତ
FMNEWS.IN
03-01-2025
ସିଡନୀ, 3 ଜାନୁଆରି-- ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପଂଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ନିଜର ପ୍ରଥମ ପାଳିରେ 185 ରନ ସ୍କୋର କରିଛି । ଭାରତ ପାଇଁ ଋଷଭ ପନ୍ତ ସର୍ବାଧିକ 40 ରନ କରିଛନ୍ତି ।
ପନ୍ତଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା 26, ଜଶପ୍ରୀତ ବୁମରାହ 22 ଓ ଶୁଭମନ ଗିଲ 20 ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲେଣ୍ଡ ସର୍ବାଧିକ 4ଟି ୱିକେଟ ନେଇଛନ୍ତି ।