First flood water discharge from Hirakud reservoir to take place on Sunday

ହୀରାକୁଦ ଜଳଭଣ୍ଡାରରୁ ରବିବାର ଦିନ ହେବ ପ୍ରଥମ ବନ୍ୟା ଜଳ ନିଷ୍କାସନ

 04-07-2025

ସମ୍ବଲପୁର, ୦୪ ଜୁଲାଇ : ଉପର ମୁଣ୍ଡରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଏବଂ ମୌସୁମୀର ସକ୍ରିୟତାକୁ ନଜରରେ ରଖି ହୀରାକୁଦ ଡ୍ୟାମରୁ ଆସନ୍ତା ୬ ତାରିଖ ରବିବାର ଦିନ ବର୍ଷର ପ୍ରଥମ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ହୋଇଛି। ଆଜି ସନ୍ଧ୍ୟା ୬ ଟା ସମୟରେ ଡ୍ୟାମ ର ଜଳସ୍ତର ୬୦୩.୨୫ ଫୁଟ ରହିଥିଲା। ଏହି ସମୟରେ ନଦୀବନ୍ଧ ମଧ୍ୟକୁ ହାରାହାରି ୧ ଲକ୍ଷ ୧ ହଜାର ୩୪୯...

Evening darshan of Shraddhalu, tomorrow's Bahuda Yatra

ସଂନ୍ଧ୍ୟା ଦର୍ଶନ କଲେ ଶ୍ରଦ୍ଧାଳୁ, ଆସନ୍ତାକାଲି ବାହୁଡ଼ା ଯାତ୍ରା

 04-07-2025

ପୁରୀ, ୪ ଜୁଲାଇ : - ରଥଯାତ୍ରାର ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କ ସଂନ୍ଧ୍ୟା ଦର୍ଶନ ଭୋର୍ ୫ଟା ୨୦ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଚାରମାଳ ବନ୍ଧା ଓ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ଗୁପ୍ତ ନୀତି ପାଇଁ ସଂନ୍ଧ୍ୟା ୬ଟା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ...

Students' Congress demands 27 percent reservation for backward classes in census in front of Governor's House

ରାଜ୍ୟପାଳ ଭବନ ସମ୍ମୁଖରେ ଗଣଧାରଣାରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଛାତ୍ର କଂଗ୍ରେସର ଦାବୀ

 04-07-2025

ଭୁବନେଶ୍ୱର ତା୪/୭ ରିଖ: ଆଜି ଓଡ଼ିଶା ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଙ୍କ ନେତୃତ୍ବରେ ଗଭର୍ନର ହାଉସ୍ ସମ୍ମୁଖରେ ଜୋରଦାର ଧାରଣା ଅନୁଷ୍ଠିତ ହେଲା । ଏହି ଧାରଣାରେ ବିପୁଳ ସଂଖ୍ୟାରେ ଛାତ୍ର କଂଗ୍ରେସ ନେତାମାନେ ଓଡ଼ିଶାର ଶିକ୍ଷା ଓ ଚାକିରି କ୍ଷେତ୍ରରେOBC (Other Backward Classes) ପାଇଁ ୨୭% ରିଜର୍ଭେସନ୍ତି ତୁରନ୍ତ କାର୍ଯ୍ୟାନ୍ବୟ କରାଯିବା ଦାବି କର...

BJP-BJD clash over refund of money to Chit Fund victims

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ବିଜେପି-ବିଜେଡି ମୁହାଁମୁହିଁ

 04-07-2025

ଭୁବନେଶ୍ୱର, ୦୪ ଜୁଲାଇ - ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଜେଡିର ନେତା ମନ୍ତ୍ରୀ ଓ ବିଧାୟକ ମାନେ ଚିଟଫଣ୍ଡ ମାଧ୍ୟମରେ ଲୋକଙ୍କ ପଇସା ଆତ୍ମସାତ୍ କରୁଥିଲେ ବୋଲି ବିଜେପି ରାଜ୍ର ସଭାପତି ମନମୋହନ ସାମଲ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ଦଳ ଏକ ଅଭ...