- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ବାଇକ ଦୁର୍ଘଟଣାରେ ଜଣେ ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକ
12-01-2025
କନ୍ଧମାଳ, ୧୨ ଜାନୁଆରୀ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଟେଲାପାଲି ଗ୍ରାମରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଶହଶହ ଯାତ୍ରୀଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଥିଲା l ଯାହା ସୂଚନା ରହିଛି, ଶନିବାର ରାତିରେ ଏକ ବାଇକ ନମ୍ବର (ଓ ଡି ୧୨ ଏ ୫୩୭...
କନିକା ଦ୍ୱୀପରେ ପତାକା ଉତୋଳନ
12-01-2025
ଭଦ୍ରକ : ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡିଥିବା କନିକାଦ୍ୱୀପରେ ଆଜି ଜାତୀୟ ପତାକା ଉତୋଳନ ହୋଇ ଯାଇଛି। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ଏହି ପତାକା ଉତୋଳନ ହୋଇଛି। କେନ୍ଦ୍ର ସରକାରଙ୍କ ଭାରତୀୟ ନେଭି ଏବଂ ରାଜ୍ୟ ସରକାରଙ୍କ ମେରାଇନ ପୁଲିସ ଏବଂ ମତ୍ସ୍ୟ ବିଭାଗର ସାଗରମିତ୍...
ଫେବୃୟାରୀ ସୁଦ୍ଧା ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ, ଓଡ଼ିଶା ହେବ ଯକ୍ଷ୍ମା ମୁକ୍ତ - ସ୍ୱାସ୍ଥ୍ୟମନ୍ତ୍ରୀ
12-01-2025
ବଲାଙ୍ଗୀର ଚଳିତ ବର୍ଷ ଫେବୃୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ କାର୍ଡ ପ୍ରଦାନ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିସହିତ ଡିସେମ୍ବର ଶେଷସୁଦ୍ଧା ରାଜ୍ୟକୁ ଯକ୍ଷ୍ମାମୁକ୍ତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହର...
ଗଣତନ୍ତ୍ର ପରେ ବର୍ତମାନ ସାମ୍ବିଧାନିକ ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ କରୁଛି ବିଜେଡି : ବାବୁ ସିଂ
11-01-2025
ଆଇନ ନିଜ ବାଟରେ ଯାଉଥିବାବେଳେ ବିଜେଡି ତାକୁ ବିରୋଧ କରୁଛି ସିବିଆଇ ତଦନ୍ତ ଦାବି କରି ମୁଖମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଲି ଦାସ ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ବିଜେଡିର ବକ୍ତବ୍ୟ ଓଡିଶାର ଭାବାବେଗକୁ କୁଠାରଘାତ କରିବା ସହ ଓଡିଶାର ସମ୍ମାନକୁ କ୍ଷତି ଆଣିଛି ଭୁବନେଶ୍ଵର 11: ଜାନୁଆରି:ବିଜେଡି ମୁଖପାତ୍ର...