- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
୧୮ରୁ ୨୫ ସମ୍ବଲପୁରରେ ପୁସ୍ତକମେଳା
18-01-2025
ସମ୍ବଲପୁର : ସମ୍ବଲପୁର:ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଭାରତ (ଏନବିଟି, ଭାରତ) ଦ୍ୱାରା ଆୟୋଜିତ ସମ୍ବଲପୁର ପୁସ୍ତକ ମେଳା ଆସନ୍ତା ଜାନୁୟାରୀ ୧୮ ତାରିଖରୁ ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ।ଅଇଁଠାପାଲି ସ୍ଥିତ ପିଏଚଡି ପଡିଆରେ ଏହା ୨୬ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନବିଟିନ ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ ସୂଚନା ଦେଇଛନ୍ତି । ଏହାକୁ କେ...
ଚାଷୀମାନେ ଏଫ୍.ଏ.କ୍ୟୁ ମାନର ଧାନ ମଣ୍ଡିକୁ ଆଣନ୍ତୁ, ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ - ଯୋଗାଣ ମନ୍ତ୍ରୀ
17-01-2025
ଭଦ୍ରକ:- ଓଡ଼ିଶା ସରକାରଙ୍କ ଖାଦ୍ୟଯାଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭଦ୍ରକ ଜିଲ୍ଲା ଗସ୍ତେର ଆସି ଭଦ୍ରକ ଜିଲ୍ଲା ପ୍ରଶାସନ ର ଧାନ ସଂଗ୍ରହ କାର୍ଯ୍ୟ ପରିଚାଳନାର ସମୀକ୍ଷା କରିଥେଲ। ସେ ଭଦ୍ରକେର ପହଂଚି ପ୍ରଥେମ ଭଣ୍ଡାରେିପାଖରୀ ବ୍ଲକ୍ର ଆଦମପୁରର ଶକ୍ତି ସ୍ୱରୂପା ଏସ୍.ଏଚ୍&z...
କ୍ୟାବିନେଟ ମନ୍ତ୍ରୀ ରାଜସ୍ଵ ଓ ବିପର୍ଯୟ ପରିଚାଳନା ସୁରେଶ ପୂଝାରୀ ଙ୍କ ସମୀକ୍ଷା ବୈଠକ
17-01-2025
ଭବାନୀପାଟଣା :କ୍ୟାବିନେଟ ମନ୍ତ୍ରୀ ରାଜସ୍ଵ ଓ ବିପର୍ଯୟ ପରିଚାଳନା ସୁରେଶ ପୁଝାରୀ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳ,କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର କଳାହାଣ୍ଡି ଲୋକ ସଭା ସଦସ୍ୟା ମାଳବିକା ଦେବୀ, ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପା...
ଜାଲ ଜାତି ପ୍ରମାଣ ପତ୍ର ଉଦ୍ଦେଶ୍ୟମୂଳକ ଭାବେ ସଂରକ୍ଷଣର ସୁବିଧା ହାସଲ ପାଇଁ ନେବା ଏକ ଗର୍ହିତ ଅପରାଧ
17-01-2025
ବଲାଙ୍ଗିର :ଜାଲ ଜାତି ପ୍ରମାଣ ପତ୍ର ଉଦ୍ଦେଶ୍ଯ ମୂଳକ ଭାବେ ସଂରକ୍ଷଣ ର ସୁବିଧା ହାସଲ ପାଇଁ ନେବା ଏକ ଗର୍ହିତ ଅପରାଧ । ମହାରାଷ୍ଟ୍ର ସରକାର ବିରୁଦ୍ଧ ମିଲିନ୍ଦ ଓ ଅନ୍ୟାନ୍ୟ ତା ୨୮ । ୧୧ । ୨୦୦୦ ଓ ଚନ୍ଦ୍ରଭାନ ବିରୁଦ୍ଧ ମହାରାଷ୍ଟ୍ର ସରକାର ୨୦୧୭ ର ନିର୍ଦ୍ଦେଶ ମତେ ଯେ କେହି ଜାଲ ଜାତି ପ୍ରମାଣ ପତ୍ର ନେଇ ସରକାରୀ ଚାକିରୀ ବା ରାଜନୈତିକ ପଦ ପଦବୀ ର ସୁବିଧ...