- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବଲାଙ୍ଗିରକୁ ଫେରିଲା ପେରାମ୍ବୁର ରେଲୱେ ଷ୍ଟେସନ ନିକଟରେ ମରିଥିବା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ : ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଲେ
16-01-2025
ବଲାଙ୍ଗିର, ୧୬ ଜାନୁଆରୀ - କାମ ନ ପାଇ ବାହର ରାଜ୍ୟକୁ ଯାଉଛନ୍ତି ହଜାର ହଜାର ଦାଦନ ଶ୍ରମିକ । ଆଉ ସେଠାକୁ ଯାଇ କାମ କଣ କରିବେ, କିଏ ନିର୍ଯ୍ୟାତନା ଶିକାର ହେଉଛନ୍ତି ତ ଆଉ କିଏ ଶବ ହୋଇ ଘରକୁ ଫେରୁଛନ୍ତି । ଗତ ୧ ତାରିଖରେ ହାତୀଶାଲପଡ଼ାର ଦୁଇଜଣ ସାଙ୍ଗ ଉମେଶ ପାଣ୍ଡେ ଏବଂ କୁନୁ ବନଛୋର ଦାଦନ ଖଟିବା ପାଇଁ ଚେନ୍ନାଇକୁ ଯାଇଥିଲେ । ହେଲେ ୧୧ ତାରିଖରେ ପେରାମ...
ଉଦଘାଟିତ ହେଲା ବଡବିଲ ମହୋତ୍ସବ : ମିନି-ଭାରତ ଆମ ବଡ଼ବିଲ ସହରର : ଭାଇଚାରା, ସଂସ୍କୃତି ଓ ପରମ୍ପରା ଅନନ୍ୟ- ମୁଖ୍ୟମନ୍ତ୍ରୀ
16-01-2025
ବଡ଼ବିଲ, ୧୬ ଜାନୁଆରୀ - କେନ୍ଦୁଝର ଜିଲ୍ଲାର ବଡ଼ବିଲ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହେଇଯାଇଛି । ବୁଧବାରର ଉଦଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଚମ୍ପୁଆ ସନାତନ ମହାକୁଡ଼, ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ବିଧାୟକ ପାଟଣା ଅଖିଳ ଚନ...
ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
15-01-2025
ଭୁବନେଶ୍ବର, 15 ଜାନୁଆରୀ- ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଲାଗୁ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି କରିବାକୁ ରାଜ୍ୟ ସରକ...
୪୮ ଘଣ୍ଟା ମଧ୍ୟରେ ସରକାର ଦେଉଛନ୍ତି ଚାଷୀଙ୍କୁ ଧାନବିକ୍ରୟ ଟଙ୍କା
15-01-2025
ଭୁବନେଶ୍ୱର, 15 ଜାନୁଆରି:ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ବ୍ୟାପକ ହୋଇଛି । ପଞ୍ଜୀକୃତ ଚାଷୀମାନେ ଯେଭଳି ଏଥିରୁ ବାଦ ନ ପଡ଼ନ୍ତି, ଏଥି ନିମନ୍ତେ ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ହିତ ପାଇଁ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଧାନ ବିକ୍ରୟର ୪୮ ଘଣ...