- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି : ଆଜି ମହାପ୍ରଭୁଙ୍କ ମକରଚୌରାଶୀ ବେଶ
14-01-2025
ପୁରୀ, ୧୪ ଜାନୁଆରୀ - ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତି ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସେନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ...
ସଡକ ଦୁର୍ଘଟଣାରେ ମହିଳା ମୃତ : ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ରୋକ
14-01-2025
ଧର୍ମଶାଳା,୧୪ଜାନୁଆରୀ - ଯାଜପୁର ଜିଲା ୫୩ ନମ୍ବର ଜାୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ପଂଚାୟତ ସାଥୁଆପାଟଣା ଗ୍ରାମର ତପସ୍ୱିନୀ ସାହୁ ବୋଲି ଜଣାପଡିଛି । ମହିଳାଙ୍କ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ଲୋ...
ନେମାଳ ଘଟଣା ବିଜେପି ସରକାର ଅହଙ୍କାରର ପରିଚୟ- ଲେନିନ୍ ମହାନ୍ତି
14-01-2025
ଭୁବନେଶ୍ୱର, 14 ଜାନୁଆରି - ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ନେମାଳ ଘଟଣା ବିଜେପି ସରକାର ଅହଙ୍କାରର ପରିଚୟ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଆଇନ ମନ୍ତ୍ରୀଙ୍କ ଆଗରେ ପୋଲିସ ଅଧିକାରୀଙ୍କୁ ମାଡ ହେଉଛି। କେନ୍ଦ୍ରମନ୍ତ୍ରୀ ଜଣେ ଅଭିଯୁକ୍ତଙ୍କ ସହ ଫଟୋ ଉଠାଉଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁଦିନ ଆସୁଛନ୍ତି ସେଦିନ ମୁଣ୍ଡ ଗଣ୍ଡ...
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନବୀନଙ୍କ 24 ବର୍ଷର ଶାସନ ଦାୟୀ- ବିଜେପି
14-01-2025
ଭୁବନେଶ୍ୱର, 14 ଜାନୁଆରି:- ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନବୀନଙ୍କ 24 ବର୍ଷର ଶାସନ ଦାୟୀ ବୋଲି କହିଛି ବିଜେପି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ଯେଉଁ ପ୍ରଶ୍ନ ପଚାରୁଛି ଓଡିଶା ବାସୀଙ୍କୁ ଲଣ୍ଠନ ଦେଖାଉଛି, ଏଥିପାଇଁ ନବୀନଙ୍କ 24 ବର୍ଷର ଶାସନ ଦାୟୀ ବୋଲି ବିଜେପି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ତାଙ୍କ ସମୟରେ ପ୍ରତିଦିନ...