- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପ୍ରେମିକଙ୍କ ଘର ସମ୍ମୁଖରେ ପ୍ରେମିକାର ଧାରଣା
14-01-2025
କୋରାଇ, ୧୪ ଜାନୁଆରୀ ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଗ୍ରାମର ପୂଜା ସେଠୀ (୨୧) ନାମକ ଯୁବତୀଙ୍କ ସହିତ ପାଖ ଘରର ଶ୍ରୀହରୀ ପାତ୍ରଙ୍କ ପୁଅ ଆନନ୍ଦ (୨୪)ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ମାତ୍ର ଯୁବତୀର ପରିବାର ନିଚ୍ଚ ଜାତିର ହୋଇଥିବାରୁ ପୁଅର ପରିବାର ଲୋକ ମାନେ ଉକ୍ତ ବିବାହରେ ରାଜି ହୋଇନଥିଲେ। ଆନନ୍ଦ ପ୍ରେମିକାକୁ ପ୍ରବର୍ତାଇ ଗତ ୭ ତାରିଖ ଦ...
"ସାହିତ୍ୟରେ ରହିଥାଏ ସମାଜ, ସଂସ୍କୃତି ଓ ପ୍ରକୃତିର ପ୍ରତିଛବି’, କବି ସୂର୍ଯ୍ୟମଣି ବିଶ୍ୱାଳଙ୍କର ତ୍ରେୟାଦଶ ବାର୍ଷିକ ସ୍ମୂତି ସମୋରାହ
14-01-2025
ଭଦ୍ରକ, ୧୪ ଜାନୁଆରୀ- ସାହିତ୍ୟ ,ସମାଜର କଥା କେହ, ସଂସ୍କୃତିର ବାର୍ତାବହ ସୋଜ ତଥା ପ୍ରକୃତିର ଛବି ଆଙ୍କିଥାଏ। ସାହିତ୍ୟ ଗେୋଟ ମଣିଷ ତିଆରି ଦପର୍ଣ ଯେଉଁଥେର ସମାଜ, ସଂସ୍କୃତି ଓ ପ୍ରକୃତିର ପ୍ରତିଛବି ରହିଥାଏ ବୋଲି ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକଠୋର କବି ସୂର୍ଯ୍ୟମଣି ବିଶ୍ୱାଳ ସ୍ମୁତି ସଂସଦ ଆନୁକୁଲ୍ୟେର ଅୋୟାଜିତ କବି ସୂର୍ଯ୍ୟମଣି ବିଶ୍ୱାଳଙ୍କ...
ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ
14-01-2025
ଭୁବନେଶ୍ୱର, 14 ଜାନୁଆରି - ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ । ତାପରେ ଆରମ୍ଭ ହେବ ଗଣତି ମଣତି । ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି । ଏଏସଆଇ 3 ମାସ ସମୟ ମାଗିଥିଲା । କିନ୍ତୁ ତାର ଯଥେଷ୍ଟ ପୂର୍ବରୁ ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି । ଏବେ ମକର ପାଇଁ ନୀତି କାନ୍ତି ପ୍ରଭାବିତ ନହେବା ପାଇଁ ମରାମତି ବନ୍ଦ ରହ...
ଆସନ୍ତା 20 ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା
14-01-2025
ଭୁବନେଶ୍ୱର, 14 ଜାନୁଆରି - ଆସନ୍ତା 20ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ବ୍ୟବସ୍ଥା ଚାଲିଛି । ଶୃଙ୍ଖଳିତ ଦର୍ଶନ ପାଇଁ ହେବ ଧାଡ଼ି ଦର୍ଶନ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ପରୀକ୍ଷାମୂଳକ ନୁହେଁ ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।...