- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି-ୟାସିର
13-01-2025
ଭୁବନେଶ୍ୱର, ୧୪ ଜାନୁଆରୀ: ପ୍ରଦେଶ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ବିନା ଅଧ୍ୟାପକରେ ଚାଲିଛି ବିଶ୍ୱବିଦ୍ୟାଳୟ। ତେଣୁ ଏଠାରେ ଛାତ୍ରଛାତ୍ରୀମାନଙ୍କୁ କିଭଳି ଉଚ୍ଚଶିକ୍ଷା ଦିଆଯାଉଛି,...
ଉଚ୍ଛେଦ ପ୍ରତିବାଦରେ କଟକ ଷ୍ଟେସନ ବଜାରର ଶତାଧିକ ବ୍ୟବସାୟୀଙ୍କ ଆନ୍ଦୋଳନ
13-01-2025
କଟକ, ୧୩ ଜାନୁଆରୀ: ରେଳବାଇର ବିକାଶ ହେଉ, ଆମେ ବି ଏହି ବିକାଶରେ ସାମିଲ୍ ରହିବୁ ।କିନ୍ତୁ ଊଚ୍ଛେଦକୁ ବରଦାସ୍ତ କରିବୁ ନାହିଁ। ଏବେ କଟକ ରେଳ ଷ୍ଟେସନର ଅତ୍ୟାଧୁନିକରଣ ହେବାକୁ ଥିବା ବେଳେ କଟକ ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ପାଇଁ ଦୋକାନ ଘର ଗୁଡିକୁ ଉଛେଦ ପାଇଁ ଖୋର୍ଦ୍ଧା ମଣ୍ଡଳ ରେଳ କର୍ତ୍ତୃପକ୍ଷ ଏବେ ନୋଟିସ ଦେବା ପରେ ସମଗ୍ର ଷ୍ଟେସନ ବଜାରରେ ଏ...
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ
13-01-2025
ପୁରୀ,୧୩ ଜାନୁଆରୀ- ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି । ମକର ସଂକ୍ରାନ୍ତି ପୂର୍ବଦିନ ଏହି ବେଶ କରାଯାଇଥାଏ । ସଂଧ୍ଯା ଆଳତି ସମୟରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବକ ଠାକୁର ମାନଙ୍କୁ ମାଳ ଓ ଚୂଳ ଲାଗି କରିଥିଲେ । ବଡସିଂହାର ବେଶରେ ଜରି ଓ ସୋଲ, କଇଥ ଅଠାରେ ପ୍ରସ୍ତୁତ ଶଙ୍ଖ ଚକ୍ର ହଳ ମୂଷଳ କୁଣ୍ଡଳ ତଡଗି ତିନି ଠାକୁରକୁ ଲାଗି କରାଯାଇ...
ଶିମିଳିପାଳର କୁମକି ହାତୀ ମହେନ୍ଦ୍ର'ର ମୃତ୍ୟୁ
13-01-2025
ଭୁବନେଶ୍ୱର, 13 ଜାନୁଆରି - ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ମହେନ୍ଦ୍ର । ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟର ଚହଲା ଠାରେ ପୋଷା ହାତୀ ମହେନ୍ଦ୍ରମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲ...